Center Manager
Share India Fincap Private LimitedFixed
₹14,500 - ₹19,000
Average Incentives*
₹3,500
Earning Potential
₹22,500
Fixed
₹14,500 - ₹19,000
Average Incentives
₹3,500
Earning Potential
₹22,500
You can earn more incentive if you perform well
Job highlights
Urgently hiring
24 applicants
Benefits include: PF, Petrol Allowance, Health Insurance, ESI (ESIC), Accommodation
Job Description
କମ୍ପାନି ବିଷୟରେ:
ସେୟାର ଇଣ୍ଡିଆ ସିକ୍ୟୁରିଟିଜ୍ ଲିମିଟେଡ-ର ଏକ ସମ୍ପୂର୍ଣ୍ଣ ମାଲିକାନାଧୀନ ସହାୟକ କମ୍ପାନୀ ହେଉଛି ସେୟାର ଇଣ୍ଡିଆ ଫିନ୍ କାପ୍ ପ୍ରାଇଭେଟ୍ ଲିମିଟେଡ, ଯାହା ଆର୍.ବି.ଆଇ.-ରେ ଇନଭେଷ୍ଟମେଣ୍ଟ ଆଣ୍ଡ କ୍ରେଡିଟ୍ କମ୍ପାନୀ (ଏନ୍. ବି.ଏଫ୍.ସି.-ଆଇ.ସି.ସି.) ଭାବେ ପଞ୍ଜୀକୃତ ହୋଇଛି, ଯାହା ମହିଳା ଉଦ୍ୟୋଗୀ ଋଣ, କ୍ଷୁଦ୍ର ଉଦ୍ୟୋଗ ଋଣ, ପ୍ରତିଭୂତି ଉପରେ ଋଣ ଭଳି ବିଭିନ୍ନ ଆର୍ଥିକ ସେବା ପ୍ରଦାନ କରିଥାଏ। ସେୟାର ଇଣ୍ଡିଆ ଫିନକାପ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ଆକ୍ଟ, 1956 ଅନୁଯାୟୀ ଡିସେମ୍ବର 1996ରେ ପଞ୍ଜୀକୃତ ହୋଇଛି। କମ୍ପାନି ଏକ ସାମାଜିକ ଦୃଷ୍ଟିକୋଣ ଏବଂ ବ୍ୟବସାୟିକ ଦିଗ ରଖିଛି, ଯାହାର ଲକ୍ଷ୍ୟ ହେଉଛି ଅବହେଳିତ ମହିଳାମାନଙ୍କୁ ଆର୍ଥିକ ସୁଯୋଗ ପ୍ରଦାନ କରି ସେମାନଙ୍କର ଜୀବନର ଗୁଣାତ୍ମକ ମାନରେ ପରିବର୍ତ୍ତନ ଆଣିବା। ଆମର ଲକ୍ଷ୍ୟ ହେଉଛି ନିମ୍ନ-ମୂଲ୍ୟ, ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଡିଜିଟାଲ୍ ଫାଇନାନ୍ସ ପ୍ରକ୍ରିୟା ବ୍ୟବହାର କରି ଭାରତର ଅବହେଳିତ ଅଞ୍ଚଳରେ ଆତ୍ମନିର୍ଭରଶୀଳତା ଏବଂ ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା।
ସେୟାର ଇଣ୍ଡିଆ ଫିନକାଫ୍ ଓଡ଼ିଶାର ବ୍ରହ୍ମପୁର, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟ କରୁଅଛି। ଏବଂ ଜିଲ୍ଲାର ସମସ୍ତ ବେରୋଜଗାର ଯୁବକ ଓ ଯୁବତୀମାନଙ୍କ ପାଇଁ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଅଛି।
କେନ୍ଦ୍ରପରିଚାଳକଙ୍କ କାର୍ଯ୍ୟ ଦାୟିତ୍ୱ :
•ଗ୍ରାମ/ଅଞ୍ଚଳ ସର୍ଭେ ମାଧ୍ୟମରେ କାର୍ଯ୍ୟକ୍ଷମ ହେବା ପାଇଁ ସମ୍ଭାବ୍ୟ ଗ୍ରାମ/ଅଞ୍ଚଳର ଚିହ୍ନଟ
• ଗ୍ରାମ/ଅଞ୍ଚଳସ୍ତରୀୟ ବୈଠକ ଆୟୋଜନ କରି, କମ୍ପାନୀ ଏବଂ ପ୍ରଦାନ କରାଯାଉଥିବା ବିଭିନ୍ନ ଉତ୍ପାଦ/ସେବା ବିଷୟରେ ଆଲୋଚନା କରିବା।
• ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଅନୁମୋଦିତ ଗ୍ରାମ/ଅଞ୍ଚଳରେ ସମ୍ଭାବ୍ୟ ଗ୍ରାହକମାନଙ୍କୁ ଚିହ୍ନଟ କରିବା।
• ଋଣ ପ୍ରଦାନ ନିମନ୍ତେ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଏବଂ ସମ୍ଭାବ୍ୟ ଗ୍ରାହକମାନଙ୍କ କ୍ଷେତ୍ରୀୟ ଯାଞ୍ଚ ସମ୍ପୂର୍ଣ୍ଣ କରିବା, ଯେଉଁମାନେ ଋଣ ପାଇଁ ଆବେଦନ କରୁଛନ୍ତି।
• ଋଣ କିସ୍ତି ସଂଗ୍ରହ ଏବଂ ବ୍ୟାଙ୍କରେ ଜମା।
• ଋଣ କିସ୍ତି ସଂଗ୍ରହ ଏବଂ ଋଣ ଉପଯୋଗର ସଠିକ୍ ନିରୀକ୍ଷଣ ଏବଂ ଅନୁଧ୍ୟାନ।
• କମ୍ପାନି ଦ୍ୱାରା ନିର୍ଦ୍ଧାରିତ ନିୟମ ପାଳନ କରିବା
• ମାଇକ୍ରୋଫାଇନାନ୍ସ ଉଦ୍ୟୋଗ ପାଇଁ ନିର୍ଦ୍ଧାରିତ ମୌଳିକ ଆଚରଣ ବିଧି ଏବଂ କମ୍ପାନୀର ନିୟମଗୁଡିକ ପାଳନ କରିବା
• ଉତ୍ତମ ପୋର୍ଟଫୋଲିଓ ଏବଂ 100% ଋଣ କିସ୍ତି ସଂଗ୍ରହ ହାର ବଜାୟ ରଖିବା।
• ଋଣ ପ୍ରଦାନର ପୂର୍ବ ଏବଂପରବର୍ତ୍ତୀ କ୍ଷେତ୍ର ପରିଦର୍ଶନ କରିବା।
• ନୂତନ କେନ୍ଦ୍ର ପରିଚାଳକମାନଙ୍କୁ ତାଲିମ ପ୍ରଦାନ କରିବା।
• କମ୍ପାନୀର ନିୟମ ଅନୁସାରେ ଗ୍ରାହକମାନଙ୍କ ସହିତ ଉପଯୁକ୍ତ ବ୍ୟବହାର କରିବା।
• ବ୍ୟବସାୟର ଅଭିବୃଦ୍ଧି ଏବଂ ଲାଭ ପାଇଁ ଚେଷ୍ଟା କରିବା।
• ଶାଖା ପରିଚାଳକଙ୍କୁ ନୂତନ ବ୍ୟବସାୟ ସୃଷ୍ଟି କରିବାରେ ସହାୟତା କରିବା।
• ଶାଖା ଏବଂ ମୁଖ୍ୟ କାର୍ଯ୍ୟାଳୟ (Head Office) ଦ୍ୱାରା ଦିଆଯାଇଥିବା ସମସ୍ତ ଆବଶ୍ୟକତାକୁ ଅନୁପାଳନ କରିବା ।
କେନ୍ଦ୍ର ପରିଚାଳକ (ସି.ଏମ୍.) ପାଇଁ ମୌଳିକ ଯୋଗ୍ୟତା ମାନଦଣ୍ଡ :
• ପ୍ରାର୍ଥୀ ସ୍ଥାନୀୟ ହୋଇଥିବା ଆବଶ୍ୟକ ଏବଂ ସ୍ଥାନୀୟ ଭାଷା ସହିତ ସୁଦକ୍ଷ ହେବା ଆବଶ୍ୟକ।
• ବୟସ ସୀମା: 21-30 ବର୍ଷ
• ଶିକ୍ଷା: ୧୨/ ଆଇ.ଟି.ଆଇ/ଡିପ୍ଲୋମା ଅଥବା ଡିଗ୍ରୀ ଓ ତା'ଠାରୁ ଅଧିକ
• ସ୍ଥାନୀୟ ଅଞ୍ଚଳ ଏବଂ ସହରଗୁଡ଼ିକ ସହିତ ଭଲ ଭାବରେ ପରିଚିତ।
• ବୈଧ ଡ୍ରାଇଭିଂ ଲାଇସେନ୍ସ ସହିତ ଗାଡି ଚାଳନା ବିଷୟରେ ଜାଣିବା ଆବଶ୍ୟକ।
• ମୋବାଇଲ୍ ସହିତ ଆଧାର ଲିଙ୍କ୍ ହୋଇଥିବା ଆବଶ୍ୟକ।
• ମାଇକ୍ରୋଫାଇନାନ୍ସ କ୍ଷେତ୍ରର ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ।
ନୂତନ ନିଯୁକ୍ତିପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ ମାସିକ ଆୟ 18725 ଏବଂ ଅଭିଜ୍ଞ କର୍ମଚାରୀମାନଙ୍କ ପାଇଁ ମାସିକ ଆୟ 22800 ପର୍ଯ୍ୟନ୍ତ ହୋଇପାରେ।
କର୍ମଚାରୀ ସୁବିଧା :
✅ ଆକର୍ଷଣୀୟ ଦରମା
✅ ଆକର୍ଷଣୟ ପ୍ରୋତ୍ସାହନ
✅ ଇନ୍ଧନ ଭତ୍ତା
✅ ନିଃଶୁଳ୍କ ଆବାସ
✅ କର୍ମଚାରୀ ଭତ୍ତା
✅ ଇ. ଏସ୍.ଆଇ.ସି.
✅ ନିଶ୍ଚିତ ପ୍ରୋତ୍ସାହନ
✅ ଆକସ୍ମିକ ବୀମା
✅ ସ୍ୱାସ୍ଥ୍ୟ ବୀମା
✅ କର୍ମଜୀବନ ସନ୍ତୁଳନ
✅ ବୃତ୍ତିଗତ ବିକାଶର ସୁଯୋଗ
✅ ଲିଙ୍ଗଗତ ସଚେତନ କର୍ମକ୍ଷେତ୍ର
Job role
Job requirements
About company
Similar jobs you can apply for
Logistics/ Warehouse operations
Warehouse Executive
Urjja One Powertech LLP
Picker / Packer
Ancy Hr Solutions Private Limited
Picker / Packer
Truemeds
Registered Pharmacist
Truemeds
Warehouse Associate
Light CircleYou can expect a minimum salary of 14,500 INR and can go up to 22,500 INR. The salary offered will depend on your skills, experience and performance in the interview.
The candidate should have studied 12th Pass and people who have 0 to 31 years are eligible to apply for this job. You can apply for more jobs in Bhubaneswar to get hired quickly.
The candidate should have No English Required skills and sound communication skills for this job.
Both Male and Female candidates can apply for this job.
No, it's not a work from home job and can't be done online. You can explore and apply for other work from home jobs in Bhubaneswar at apna.
No work-related deposit needs to be made during your employment with the company.
Go to the apna app and apply for this job. Click on the apply button and call HR directly to schedule your interview.
The last date to apply for this job is 16 Jun 2026. For more details, download apna app and find Full Time jobs in Bhubaneswar . Through apna, you can find jobs in 64 cities across India. Join NOW!